ଦେଶର ଆଠଟି ପ୍ରମୁଖ ବନ୍ଦର କ୍ଷେତ୍ରରୁ ଆସୁଥିବା/ଯାଉଥିବା ତଥ୍ୟକୁ ଏକୀକୃତ କରିଥାଏ, 'ଗେଟ୍-ଇନ୍, କଷ୍ଟମ୍ସ ଯାଞ୍ଚ, କଷ୍ଟମ୍ସ ରିଲିଜ୍, ଏବଂ ୟାର୍ଡ ପ୍ଲେସମେଣ୍ଟ' ଭଳି ଗୁରୁତ୍ୱପୂର୍ଣ୍ଣ ନୋଡ୍ ଉପରେ ଅପଡେଟ୍ ପ୍ରଦାନ କରିଥାଏ, ଯାହା ବ୍ୟବହାରକାରୀମାନଙ୍କୁ ପରବର୍ତ୍ତୀ କାର୍ଯ୍ୟଗୁଡ଼ିକ ପୂର୍ବରୁ ଯୋଜନା କରିବାରେ ସାହାଯ୍ୟ କରିଥାଏ।